ଝାରସୁଗୁଡ଼ା: ବନ୍ଧବାହାଲ ବିଆଇଟିରେ ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂ ବନ୍ଧବାହାଲ ବିଆଇଟି ଆସୋସିଏସନର ବୈଠକ । ଓଡିଶା ସ୍କୁଲ ଅଫ ମାଇନିଂରେ ଶିକ୍ଷା ଲାଭ କରିଥିବା ରାଜ୍ୟ ତଥା ବାହାରର ବହୁ ପୁରାତନ ଛାତ୍ର ଆଲୁମିନିରେ ଯୋଗ ଦେଇଥିଲେ ।
ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂର ଆଲୁମିନି - ବନ୍ଧବାହାଲ ବିଆଇଟି ଆଲୁମିନି
ବିଆଇଟି ରେ ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂ ଆଲୁମିନି ଆସୋସିଏସନର ବୈଠକ । ପୁରାତନ ଛାତ୍ର କହିଲେ ନିଜର ଚାକିରୀ ଜୀବନ ଅଭିଜ୍ଞତା । ଅଧିକ ସୂଚନା ପାଇଁ ପଢନ୍ତୁ ...
![ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂର ଆଲୁମିନି OSME Odisha alumni meeting jharsuguda](https://etvbharatimages.akamaized.net/etvbharat/prod-images/768-512-6259716-thumbnail-3x2-odisha.jpg)
ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂ ଆଲୁମିନି
ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂ ଆଲୁମିନି
ପୁରାତନ ଛାତ୍ର ନିଜ ଚାକିରୀ ଜୀବନର ବହୁ ଗୁରୁତ୍ବପୂର୍ଣ୍ଣ ଅଭିଜ୍ଞତା ବିଷୟରେ ବୈଠକରେ କହିଥିଲେ । ମାଇନିଂ ଇଞ୍ଜିନିୟରିଂର ନୂଆ ଛାତ୍ରଛାତ୍ରୀ କିଭଳି ଆଗାମୀ ଦିନରେ ଚାକିରୀ ପାଇଁ ନୁଆ ସୁଯୋଗ ପାଇବେ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ