ଝାରସୁଗୁଡ଼ା: ଲଇକେରା ଥାନା ଅନ୍ତର୍ଗତ ବାଗଡିହା ରେଲ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ । ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଏବଂ ଅଳ୍ପକେ ବର୍ତ୍ତିଲେ ଜଣେ ଯୁବତୀ । ମୃତ ଯୁବତୀଙ୍କ ବୟସ ୧୯ ହୋଇଥିବା ବେଳେ ଆହତ ଯୁବକଙ୍କ ବୟସ ୨୦ ବର୍ଷ । ଉଭୟ ବେଲପାହାଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି । ସେମାନେ ବାଗଡିହି ନିକଟସ୍ଥ ବୁଡାପରା ସ୍ଥିତ ନିଜ ସମ୍ପର୍କିୟଙ୍କ ଘରୁ ବେଲପାହାଡ଼ ସ୍ଥିତ ନିଜ ଘରକୁ ଫେରିବା ପାଇଁ ଷ୍ଟେସନକୁ ଆସିଥିଲେ ।
ମାଲବାହୀ ଟ୍ରେନ ଦେଲା ଧକ୍କା; ଯୁବତୀ ମୃତ, ଯୁବକ ଗୁରୁତର - ଲଇକେରା ଥାନା
ଲଇକେରା ଥାନା ଅନ୍ତର୍ଗତ ବାଗଡିହା ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ । ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଏବଂ ଅଳ୍ପକେ ବର୍ତ୍ତିଲେ ଜଣେ ଯୁବତୀ । ଅଧିକ ପଢନ୍ତୁ...

ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର; ଅଳ୍ପକେ ବର୍ତ୍ତିଲେ ଯୁବତୀ
ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର; ଅଳ୍ପକେ ବର୍ତ୍ତିଲେ ଯୁବତୀ
ତେବେ ୪ ନମ୍ବର ପ୍ଲାଟଫର୍ମରୁ ୧ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଆହତ ଯୁବକଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇଛି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ