ଓଡିଶା

odisha

ETV Bharat / state

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା,୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ - ନର୍ସିଂ କଲେଜ

ରାଜ୍ୟର ୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍। ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଅଧିକ ପଢନ୍ତୁ...

Nursing colleges will be opened in 10 districts of the state
ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା;୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ

By

Published : Jun 28, 2021, 1:31 PM IST

Updated : Jun 28, 2021, 2:05 PM IST

ଝାରସୁଗୁଡା: ରାଜ୍ୟରେ ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ସମସ୍ତ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ ।

ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା;୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ

ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ୧୦ଟି ଜିଲ୍ଲାରେ ୬୦ଟି ସିଟ୍ ଲେଖାଏଁ କଲେଜ ସ୍ଥାପନ ହେବ । ୧୦ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ବର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ବୋଲି ଜଣାପଡିଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 28, 2021, 2:05 PM IST

ABOUT THE AUTHOR

...view details