ଝାରସୁଗୁଡା: ଡବଲ ମର୍ଡର ମାମଲାରେ ଛତିଶଗଡ଼ ପୋଲିସର ତନାଘନା ତଦନ୍ତ ଜାରି ରହିଛି । ଏହି ଘଟଣାର ଅଧିକ ତଥ୍ୟ ହାସଲ ପାଇଁ ପୂର୍ବତନ ବିଧାୟକ ଅନୁପ ସାଏ ଓ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜେରା କରିବା ସହ ଆଜି ଅନୁପଙ୍କୁ ନାର୍କୋ ଓ ଡିଏନଏ ଟେଷ୍ଟ ପାଇଁ ଚେଷ୍ଟା କରାଯାଉଛି ଵୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଦିପାନ୍ସୁ କାବ୍ରା ସୂଚନା ଦେଇଛନ୍ତି ।
ମା-ଝିଅ ମର୍ଡର ମାମଲା: ଆଜି ଅନୁପଙ୍କ ନାର୍କୋ ଓ ଡିଏନଏ ଟେଷ୍ଟ - ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ
ଡବଲ ମର୍ଡର ମାମଲାରେ ଛତିଶଗଡ଼ ପୋଲିସର ତନାଘନା ତଦନ୍ତ ଜାରିରହିଛି । ଆଜି ଅନୁପଙ୍କୁ ନାର୍କୋ ଓ ଡିଏନଏ ଟେଷ୍ଟ ପାଇଁ ଚେଷ୍ଟା କରାଯାଉଛି ଵୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଦିପାନ୍ସୁ କାବ୍ରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
ଛତିଶଗଡ ଡବଲମର୍ଡ ଘଟଣା: ଆଜି ଅନୁପଙ୍କ ନାର୍କୋ ଓ ଡିଏନଏ ଟେଷ୍ଟ
ସୂଚନାଥାଉକି, ଛତିଶଗଡ ଡବଲ ମର୍ଡର ଘଟଣାରେ 3 ଦିନ ପୋଲିସ ରିମାଣ୍ଡରେ ଯାଇଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ । ତାଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଦିନିକିଆ ରିମାଣ୍ଡରେ ନେଇଥିଲେ । ଆଜି ଟପ୍ପୋର ଦିନିକିଆ ରିମାଣ୍ଡ ଅବଧି ଶେଷ ହେଉଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ