ଝାରସୁଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ସେବା ସପ୍ତାହ ଆରମ୍ଭ କରିଛି । ଝାରସୁଗୁଡାରେ ଆରମ୍ଭ କରିଛନ୍ତି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ ।
ଝାରସୁଗୁଡାରେ ବିଜେପି ପ୍ରଭାରୀ ପାଳିଲେ ସେବା ସପ୍ତାହ - ବିଜେପି ଓଡ଼ିଶା ପ୍ରଭାରି ଅରୁଣ ସିଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳୁଛି ସେବା ସପ୍ତାହ । ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ ଝାରସୁଗୁଡା ମେଡିକାଲ ଯାଇ ରୋଗୀମାନଙ୍କୁ ସାକ୍ଷାତ କରି ଫଳ ବାଣ୍ଟିବା ସହ ରୋଗୀଙ୍କ ହାଲଚାଲ ପଚାରି ବୁଝିଛନ୍ତି ।
ଫଟୋ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଝାରସୁଗୁଡାର ସ୍ଥାନୀୟ ମେଡିକାଲ ଯାଇ ରୋଗୀମାନଙ୍କୁ ସାକ୍ଷାତ କରି ଫଳ ବାଣ୍ଟିବା ସହ ରୋଗୀଙ୍କ ହାଲଚାଲ ପଚାରି ବୁଝିଛନ୍ତି । ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧରାଣୀ ପଣ୍ଡା ଓ ସ୍ଥାନୀୟ ବିଜେପି ନେତାମାନେ ଅରୁଣ ସିଂଙ୍କ ସହ ମିଶି ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Sep 15, 2019, 10:29 PM IST