ଓଡିଶା

odisha

By

Published : May 2, 2021, 8:27 PM IST

ETV Bharat / state

କୋରୋନାରେ ଆଖି ବୁଜିଲେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ

କୋରୋନାରେ ଝାରସୁଗୁଡା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ । ଅଧିକ ପଢନ୍ତୁ...

ଜିଲ୍ଲା ଶିକ୍ଷା ଅଧିକାରୀ
ଜିଲ୍ଲା ଶିକ୍ଷା ଅଧିକାରୀ

ଝାରସୁଗୁଡା:କୋରୋନାରେ ଆଖି ବୁଜିଲେ ଜିଲ୍ଲା ଶିକ୍ଷାଧିକାରୀ କଳ୍ପନା ପଣ୍ଡା । ଗତ ଶୁକ୍ରବାର ଠାରୁ ସେ କୋରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି ।

ଜିଲ୍ଲା ଶିକ୍ଷା ଅଧିକାରୀ

ମୃତ୍ୟୁବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ସେ ଅବିବାହିତା ଥିଲେ । ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୃତ୍ୟୁ ଖବର ପାଇବା ପରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details