ଝାରସୁଗୁଡା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲାରେ ଆଜି(ଗୁରୁବାର) ଝାରସୁଗୁଡା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ନାରାବାଜି କରିବା ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେଶବ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣା: ଜିଲ୍ଲା ବିଜେପି ପକ୍ଷରୁ SPଙ୍କୁ ଦାବିପତ୍ର - ମନ୍ତ୍ରୀ ନବ ଦାସ ରୋଷେୟା ମୃତ୍ୟୁ ଘଟଣା ଅପଡେଟ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲାରେ ଆଜି(ଗୁରୁବାର) ଝାରସୁଗୁଡା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ନାରାବାଜି କରିବା ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେଶବ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ
ମନ୍ତ୍ରୀ ନବ ଦାସ ରୋଷେୟା ମୃତ୍ୟୁ ଗଟଣା: ଜିଲ୍ଲା ବିଜେପି ପକ୍ଷରୁ SPଙ୍କୁ ଦାବିପତ୍ର
ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ଚୁପ୍ ବସିଥିବାବେଳେ ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହ ସିବିଆଇ ତଦନ୍ତ ଦାବି ଓ ଅପମୃତ୍ୟୁ ମାମଲା ପରିବର୍ତ୍ତନ କରି ହତ୍ୟା ମାମଲା ରୁଜ୍ଜୁ କରିବାକୁ ବିଜେପି ଦାବି କରିଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ