ଓଡିଶା

odisha

ETV Bharat / state

ଜାତୀୟ ସ୍ତରୀୟ ହୋମିଓପାଥିକ ଡାକ୍ତରଙ୍କ କର୍ମଶାଳାରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ - ଜାତୀୟସ୍ତର ହୋମିଓପ୍ୟାଥିକ ଡାକ୍ତରଙ୍କ କର୍ମଶାଳାରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜାତୀୟ ସ୍ତରୀୟ ହୋମିଓପାଥିକ ଡାକ୍ତରଙ୍କ ଦୁଇଦିନିଆ କର୍ମଶାଳା ଝାରସୁଗୁଡ଼ା ସ୍ଥାନୀୟ ଏକ ଘରୋଇ ହୋଟେଲ ପରିସରରେ ଉଦଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Nov 9, 2019, 6:15 PM IST

ଝାରସୁଗୁଡ଼ା: ଜାତୀୟ ସ୍ତରୀୟ ହୋମିଓପ୍ୟାଥିକ ଡାକ୍ତରଙ୍କ ଦୁଇଦିନିଆ କର୍ମଶାଳା ଝାରସୁଗୁଡ଼ା ସ୍ଥାନୀୟ ଏକ ଘରୋଇ ହୋଟେଲ ପରିସରରେ ଉଦଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହି ଦୁଇଦିନିଆ କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାର ଅନେକ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ବହୁ ଡାକ୍ତର ମାନେ ଯୋଗ ଦେଇଥିଲେ । ତେବେ ଏହି କର୍ମଶାଳାରେ ହୋମିଓପ୍ୟାଥିକ ଚିକିତ୍ସା ଦ୍ବାର କିଭଳି ସାଧାରଣ ଲୋକେ ଉପକୃତ ହୋଇପାରିବେ ଓ ହୋମିଓପାଥିକ ଔଷଧ ସେବନ କରିବା ଦ୍ବାରା କଣ କଣ ରୋଗ ଦୂର ହୋଇପାରିଛି ସେନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details