ଝାରସୁଗୁଡା:ଶେଷରେ ସବୁ ପ୍ରତୀକ୍ଷାର ଅନ୍ତଃ ଘଟିଛି । ଗତାକଲି ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ପୌର ନିର୍ବାଚନରେ ବିଜେଡିର ବାଜିମାତ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ।
ପୌର ନିର୍ବାଚନ ବିଜୟ କେବଳ ଜନତାଙ୍କର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଗତାକଲି ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ପୌର ନିର୍ବାଚନରେ ବିଜେଡିର ବାଜିମାତ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଅଧିକ ପଢନ୍ତୁ
ପୌର ନିର୍ବାଚନ ବିଜୟ କେବେଳ ଜନତାଙ୍କ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
ସେହିପରି ଚଳିତ ପୌର ନିର୍ବାଚନରେ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ପୌରାଧ୍ୟକ୍ଷ ଆସନ ସହିତ ବିପୁଳ ସଂଖ୍ୟାରେ କାଉନସିଲର ଆସନ ହାତେଇବା ପରେ ପୌରାଞ୍ଚଳବାସୀଙ୍କୁ ଶ୍ରେୟ ଦେଇଛି ଶାସକ ବିଜେଡି । ଏହା ଜନତାଙ୍କ ବିଜୟ ବୋଲି କହିବା ସହ ଭୋଟର ବିଜେଡି ଦଳକୁ କେତେ ଭଲ ପାଆନ୍ତି ତାହା ଏହି ନିର୍ବାଚନରେ ପ୍ରମାଣ କରି ଦେଖାଇଛନ୍ତି । ଏଣୁ ଆଜି ବିଜେଡି ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ