ଝାରସୁଗୁଡ଼ା: ସାରା ବିଶ୍ବ ଏବେ କୋରୋନା ଆତଙ୍କରେ ଆତଙ୍କିତ । ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ଗୁରୁବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ମାଲ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ।
ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ - Red Zone area
କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ଗୁରୁବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ମାଲ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ
ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ
ଜିଲ୍ଲାର ଝାରସୁଗୁଡ଼ା ଓ ଲାଇକେରା ବ୍ଲକ ସମେତ ବ୍ରଜରାଜନଗର ମୁନିସିପାଳିଟିକୁ ରେଡ଼ଜୋନ ଚିହ୍ନଟ କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ