ଓଡିଶା

odisha

By

Published : Feb 7, 2022, 3:09 PM IST

ETV Bharat / state

ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ

ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ। ଏହି ଘଟଣାରେ ପୂର୍ବତନ ସରପଞ୍ଚ ସହ 8 ଜଣ ଗିରଫ ହୋଇଥିବା ସୂଚନା। ଅଧିକ ପଢ଼ନ୍ତୁ

ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ
ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ

ଝାରସୁଗୁଡ଼ା: ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ। ଏହି ଘଟଣାରେ ପୂର୍ବତନ ସରପଞ୍ଚ ସହ 8 ଜଣ ଗିରଫ ହୋଇଥିବା ସୂଚନା।

ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ନିକଟସ୍ଥ ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ତିଆରି କରୁଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ। ଚଢ଼ାଉ ବେଳେ ପିପିଲିମାଲର ପୂର୍ବତନ ସରପଞ୍ଚ ମାଳତି ଦିଗିଙ୍କୁ ବେଳେପାହାଡ଼ ଅବକାରୀ ବିଭାଗ ଗିରଫ କରିଛି l ମୋହନପୁର ଅଞ୍ଚଳରେ ମଧ୍ୟ ବେଆଇନ ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଏବଂ ଏଥିରେ 8 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି।

ବେଆଇନ ମଦ ତିଆରି ବେଳେ ଧରାପଡିଲେ ପୂର୍ବତନ ସରପଞ୍ଚ

ଗିରଫ ହୋଇଥିବା ପୂର୍ବତନ ସରପଞ୍ଚ 2012ମସିହାରୁ 2017 ପର୍ଯ୍ୟନ୍ତ ପିପିଲିମାଲ ଗ୍ରାମପଞ୍ଚାୟତରେ ସରପଞ୍ଚ ଥିଲେ l ତେବେ ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଅବକାରୀ ଅଧିକ୍ଷକ ଦିଲ୍ଲୀପ କୁମାର ପଲେଇ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details