ଓଡିଶା

odisha

ETV Bharat / state

ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅସୁସ୍ଥ, ମେଡିକାଲରେ ଭର୍ତ୍ତି - Former Odisha MLA Anup Sai

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ । ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ ; ମେଡିକାଲରେ ଭର୍ତ୍ତି
ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ ; ମେଡିକାଲରେ ଭର୍ତ୍ତି

By

Published : Aug 26, 2020, 7:13 AM IST

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡର ରାୟଗଡ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି।

ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ ; ମେଡିକାଲରେ ଭର୍ତ୍ତି

ଚଳିତବର୍ଷ ଫେବ୍ରୁଆରୀ 12 ତାରିଖ ରାତିରେ ଅନୁପ ସାଏଙ୍କୁ ତାଙ୍କ ବାସଭବନ ନିକଟରେ ଥିବା ସାଇ ମନ୍ଦିରରୁ ଛତିଶଗଡର ରାୟଗଡ ଜିଲ୍ଲା ଚକ୍ରଧରନଗର ଥାନା ପୋଲିସ ଉଠାଇ ନେଇଥିଲେ। ବହୁ ଚର୍ଚ୍ଚିତ ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ ଜେଲରେ ସେ 7 ମାସରୁ ଉର୍ଦ୍ଧ୍ବ ସମୟ ହେବ ଅଛନ୍ତି ।

ମା-ଝିଅ ହତ୍ୟାକାଣ୍ଡ ମାମଲାରେ ଅନୁପଙ୍କ ସହ ତାଙ୍କ ସହଯୋଗୀ ଡ୍ରାଇଭର ମଧ୍ୟ ଜେଲରେ ଅଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details