ଝାରସୁଗୁଡ଼ା:ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାତ୍ରୀ । ଏହି ଟ୍ରେନ୍ରେ ନିଆଁ ଲାଗିବା ପରେ ବ୍ରଜରାଜନଗର ରେଳଷ୍ଟେସନରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି । ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ ।
ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ, ଇଞ୍ଜିନ୍ରେ ଲାଗିଛି ନିଆଁ - ଝାରସୁଗୁଡ଼ାରେ ଇଞ୍ଜିନ୍ରେ ଲାଗିଛି ନିଆଁ
ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାତ୍ରୀ । ଅଧିକ ପଢ଼ନ୍ତୁ
ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ, ଇଞ୍ଜିନ୍ରେ ଲାଗିଛି ନିଆଁ
ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହାକୁ ନେଇ କୌମସି ସୂଚନା ମିଳିପାରିନାହିଁ । ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନର ଇଞ୍ଜିନ୍ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ଟ୍ରେନ୍ଟି ବ୍ରଜରାଜନଗର ରେଳଷ୍ଟେସନରେ ଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ଜଣାପଡ଼ିଛି ।
Last Updated : Oct 18, 2022, 10:27 PM IST