ଝାରସୁଗୁଡା: ଛତିଶଗଡ଼ରେ ଦୈନିକ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢି ବଢି ଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ କବଳରେ ଛତିଶଗଡ ଥିବାବେଳେ ଏହାର ସୀମାବର୍ତ୍ତୀ ଜିଲ୍ଲା ଭାବେ ଝାରସୁଗୁଡାରେ ବଢିଛି ଟେନସନ ।
ଝାରସୁଗୁଡ଼ାରେ ସ୍ଥିତି ପରଖିଲେ କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ - nikunj bihari dhal
ଛତିଶଗଡ଼ରେ କୋରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହାର ସୀମାବର୍ତ୍ତୀ ଝାରସୁଗୁଡାରେ କଡାକଡି ହୋଇଛି କଟକଣା । ଅଧିକ ପଢନ୍ତୁ..
ଝାରସୁଗୁଡ଼ାରେ ସ୍ଥିତି ପରଖିଲେ କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ
ଝାରସୁଗୁଡ଼ାରେ ସ୍ଥିତି ପରଖିଲେ କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାକୁ ସ୍ବତନ୍ତ୍ର ଅଧିକାରୀଙ୍କୁ ପଠାଯାଉଛି । ଏହି ନିର୍ଦ୍ଦେଶ ବଳରେ ଗୁରୁବାର ଝାରସୁଗୁଡା ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି କୋଭିଡ ପର୍ଯ୍ୟବେକ୍ଷକ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Apr 8, 2021, 11:02 PM IST