ଓଡିଶା

odisha

ETV Bharat / state

Covid Scare: ଝାରସୁଗୁଡାରେ ଉପରମୁହାଁ କୋରୋନା ଗ୍ରାଫ - ଝାରସୁଗୁଡା କରୋନା ଅପଡେଟ

ଝାରସୁଗୁଡାରେ ବଢୁଥିବା କୋରୋନାକୁ ଆୟତ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ସଚେତନ କରୁଥିବା ବେଳେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବା ସହ କୋଭିଡ ଗାଇଡ ଲାଇନ ଉଲଙ୍ଘନ କରୁଥିବା ଦୋକାନ ବଜାରକୁ ସିଲ କରାଯାଉଛି । ଅଧିକ ପଢନ୍ତୁ

Increase Corona Case: ଝାରସୁଗୁଡାରେ ଉପରମୁହାଁ କରୋନା ଗ୍ରାଫ
Increase Corona Case: ଝାରସୁଗୁଡାରେ ଉପରମୁହାଁ କରୋନା ଗ୍ରାଫ

By

Published : Jan 7, 2022, 3:07 PM IST

ଝାରସୁଗୁଡା: ଝାରସୁଗୁଡାରେ ବଢୁଥିବା କୋରୋନାକୁ ଆୟତ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ସଚେତନ କରୁଥିବା ବେଳେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବା ସହ କୋଭିଡ ଗାଇଡ ଲାଇନ ଉଲଙ୍ଘନ କରୁଥିବା ଦୋକାନ ବଜାରକୁ ସିଲ କରାଯାଉଛି । ଅନ୍ୟପଟେ କୋରନା ଆକ୍ରାନ୍ତ ଚିହ୍ନଟ ହେଉଥିବା ସ୍ଥାନଗୁଡିକରେ କଣ୍ଟେନମେଣ୍ଟ ଜୋନ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଉଛି ।

Increase Corona Case: ଝାରସୁଗୁଡାରେ ଉପରମୁହାଁ କରୋନା ଗ୍ରାଫ

ତେବେ ଜିଲ୍ଲାବାସୀ ମଧ୍ୟ ସଚେତନ ହୋଇ ମାସ୍କ ପରିଧାନ, ସାମଜିକ ଦୂରତା ରକ୍ଷା ଓ ସରକାରଙ୍କ ଗାଇଡ ଲାଇନକୁ ପାଳନ କଲେ ଝାରସୁଗୁଡା ଜିଲ୍ଲା କରୋନା ମୁକାବିଲାରେ ସଫଳ ହୋଇପାରିବ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ ଲାଇନକୁ କଡାକଡି ଭାବରେ ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାବାସୀ ପ୍ରକାଶ କରିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details