ଝାରସୁଗୁଡା: ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ । ଦିଲ୍ଲୀରେ ହୋଇଥିବା ଦଙ୍ଗା ଓ ଅପ୍ରୀତିକର ପରିସ୍ଥିତି ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛି କଂଗ୍ରେସ । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ କରିବା ସହ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛି ଜିଲ୍ଲା କଂଗ୍ରେସ ।
ଶାହାଙ୍କ କୁଶପୁତ୍ତଳିକା ଦାହକଲା କଂଗ୍ରେସ - \congress protest in jharsuguda
ଦିଲ୍ଲୀରେ ହୋଇଥିବା ଦଙ୍ଗା ଓ ଅପ୍ରୀତିକର ପରିସ୍ଥିତି ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛି କଂଗ୍ରେସ । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ କରିବା ସହ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛି ଜିଲ୍ଲା କଂଗ୍ରେସ ।
![ଶାହାଙ୍କ କୁଶପୁତ୍ତଳିକା ଦାହକଲା କଂଗ୍ରେସ congress protest aginst amit shah odisha visit in jharsuguda](https://etvbharatimages.akamaized.net/etvbharat/prod-images/768-512-6236642-thumbnail-3x2-screenshot-2129jpeg.jpg)
ଅମିତ ଶାହାଙ୍କ କୁଶପୁଳିକା ଦାହ କଲା କଂଗ୍ରେସ
ଅମିତ ଶାହାଙ୍କ କୁଶପୁଳିକା ଦାହ କଲା କଂଗ୍ରେସ
ଏଥିସହ ଶୁକ୍ରବାର କଂଗ୍ରେସ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ