ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି(ସୋମବାର) ୩ ଜଣ ଗର୍ଭବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଆନେସ୍ଥେସିୟା ଡାକ୍ତର ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମଓ ।
ଗର୍ଭବତୀଙ୍କୁ ଡାକ୍ତର ମାଡ ମାରିବା ଘଟଣା, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ CDMO - ଆନେସ୍ଥେସିୟା ଡାକ୍ତର ଗର୍ଭବତୀଙ୍କୁ ମାଡ ମାରିବା ଘଟଣା
ଝାରସୁଗୁଡାରେ ଆନେସ୍ଥେସିୟା ଡାକ୍ତର ଗର୍ଭବତୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସିଡିଏମଓ । ଅଧିକ ପଢନ୍ତୁ
ଗର୍ଭବତୀଙ୍କୁ ଡାକ୍ତର ମାଡ ମାରିବା ଘଟଣା, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ CDMO
ଗର୍ଭବତୀଙ୍କୁ ଡାକ୍ତର ମାଡ ମାରିବା ଘଟଣା, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ CDMO
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଆନେସ୍ଥେସିୟା ଡାକ୍ତର ମାଡ଼ ମାରିଥିଲେ । ଏନେଇ ପ୍ରସୂତି ମହିଳା ଓ ସମ୍ପର୍କୀୟମାନେ CDMOଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CDMO କହିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : May 10, 2022, 8:40 PM IST