ଝାରସୁଗୁଡା: ଆସିଲା ବଜେଟ । ମୋଦି ସରକାରଙ୍କ ଦ୍ବିତୀୟ ଇଂନିସରେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟରେ ଗାଁ, ଚାଷୀ, ମହିଳା ଓ ମଧ୍ୟବିତ୍ତ ପରିବାରକୁ ମିଳିଛି ଖୁସି ଓ ଆଶ୍ବସ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା