ଓଡିଶା

odisha

By

Published : Aug 4, 2021, 10:30 PM IST

ETV Bharat / state

OPSC ନିଯୁକ୍ତି ପ୍ରସଙ୍ଗରେ ବିଜେପି ଯୁବା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରକାରୀ ନିଯୁକ୍ତିରେ ଅନିୟମିତତା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି । ଅଧିକ ପଢନ୍ତୁ...

OPSC ନିଯୁକ୍ତି ପ୍ରସଙ୍ଗରେ ବିଜେପି ଯୁବା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ
OPSC ନିଯୁକ୍ତି ପ୍ରସଙ୍ଗରେ ବିଜେପି ଯୁବା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ

ଝାରସୁଗୁଡା: ଓପିଏସସି ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଆଜି (ବୁଧବାର) ଝାରସୁଗୁଡା ବିଜେପି ଯୁବା ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଝାରସୁଗୁଡା ଏଲଆଇସି ଅଫିସ ସମ୍ମୁଖରୁ ବିଜେପିର ଯୁବା ମୋର୍ଚ୍ଚାର ଶତାଧିକ କର୍ମୀ ରାଲିରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

OPSC ନିଯୁକ୍ତି ପ୍ରସଙ୍ଗରେ ବିଜେପି ଯୁବା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ

ସେପଟେ ରାଜ୍ୟ ସରକାର ଯୁବ ବର୍ଗକୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବାବେଳେ ସରକାରୀ ଚାକିରୀ ଦେବା ପାଇଁ କୋଟି କୋଟି ଦୁର୍ନୀତି ଚାଲିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details