ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ରୋଷେୟା ଥିବା ଲଳିତ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ । ଘଟଣା ଏବେ ରାଜନୈତିକ ମୋଡ ନେଲାଣି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ନବ ଦାସଙ୍କ କୁଶପୁତ୍ତଳିକା ଦାହକଲା BJP
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ରୋଷେୟା ଥିବା ଲଳିତ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବଢିବାରେ ଲାଗିଛି ସନ୍ଦେହ । ଘଟଣା ଏବେ ରାଜନୈତିକ ମୋଡ ନେଲାଣି । ଅଧିକ ପଢନ୍ତୁ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି
ଆଜି ଏହି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହାତ ଥିବାରୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି କରି ବିଜେପି ଏକ ପ୍ରେସମିଟ କରିଛି । ଏହାସହ ବେହେରାମାଲ ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ