ଓଡିଶା

odisha

By

Published : Feb 8, 2022, 12:32 PM IST

ETV Bharat / state

Panchayat Poll: ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ

ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ l ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଜୋନ-୧ ପକେଲପଡ଼ା ପଞ୍ଚାୟତ ବାରଗାଡ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ l ଅଧିକ ପଢନ୍ତୁ

Panchayat Poll: ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ
Panchayat Poll: ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ

ଝାରସୁଗୁଡ଼ା: ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ l ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଜୋନ-୧ ପକେଲପଡ଼ା ପଞ୍ଚାୟତ ବାରଗାଡ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l

Panchayat Poll: ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ

ଜିଲ୍ଲା ପରିଷଦ ପ୍ରାର୍ଥୀ ସାଇବାସିନୀ ପ୍ରଧାନ ଓ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଦଳୀୟ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ । ଏହି ସମୟରେ ବିଜେଡି କର୍ମୀମାନେ ତାଙ୍କ ଗାଡି ରୋକିବା ସହ ପ୍ରଚାରରେ ବାଧା ଦେଇଥିବା ବିଜେପି ଅଭିଯୋଗ କରିଛି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details