ଓଡିଶା

odisha

ETV Bharat / state

ଝାରସୁଗୁଡା ବିମାନବନ୍ଦରରେ ମକ୍ ଡ୍ରିଲ୍ - ଝାରସୁଗୁଡା ବିମାନବନ୍ଦରରେ ମକ୍ ଡ୍ରିଲ୍

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଣ୍ଟି ହାଇଜ୍ୟାକିଂ ମକ୍ ଡ୍ରିଲ୍ ହୋଇଯାଇଛି । ସକାଳ 11ଟା ରେ ବିମାନବନ୍ଦରରେ ଏହି ମକ୍ ଡ୍ରିଲ୍ ହୋଇଥିଲା ।

anti hijack mock drill in jharsuguda airport
ଝାରସୁଗୁଡା ବିମାନବନ୍ଦରରେ ମକ୍ ଡ୍ରିଲ୍

By

Published : Aug 20, 2020, 3:24 PM IST

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଣ୍ଟି ହାଇଜ୍ୟାକିଂ ମକ୍ ଡ୍ରିଲ୍ ହୋଇଯାଇଛି । ସକାଳ 11ଟାରେ ବିମାନବନ୍ଦରରେ ଏହି ମକ୍ ଡ୍ରିଲ୍ ହୋଇଥିଲା । କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ଆକ୍ରମଣ ସ୍ଥିତିରେ କିଭଳି ବିମାନବନ୍ଦର ସୁରକ୍ଷା କରାଯିବ, ସେ ନେଇ ଅଭ୍ୟାସ କରାଯାଇଛି ।

ଝାରସୁଗୁଡା ବିମାନବନ୍ଦରରେ ମକ୍ ଡ୍ରିଲ୍

ଏଥିରେ ବିମାନବନ୍ଦରର ସମସ୍ତ ସୁରକ୍ଷାକର୍ମୀ ସାମିଲ ହୋଇଥିଲେ ଓ ବୀର ସୁରେନ୍ଦ୍ରସାଏ ବିମାନବନ୍ଦରର ସୁରକ୍ଷା ପାଇଁ ମକ୍ ଡ୍ରିଲ କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details