ଓଡିଶା

odisha

By

Published : Oct 7, 2020, 6:49 PM IST

ETV Bharat / state

ମିଳୁନି ସରକାରୀ ସହାୟତା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କୟାଁ ପଞ୍ଚାୟତ ଧରମପୁର ଗ୍ରାମରେ ସରକାରୀ ସହୟତା ମିଳିନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ରାସନକାର୍ଡ଼, ବନ୍ୟାରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ ପାଲ ମିଳିନଥିବା, ରିଲିଫ ୫ ଶହ ଟଙ୍କା ଏବଂ ୫୦ କେଜି ଚାଉଳ ମିଳିନଥିବା ଅଭିଯୋଗ ହୋଇଛି ।

ମିଳୁନି ସରକାରୀ ସହାୟତା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
ମିଳୁନି ସରକାରୀ ସହାୟତା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଯାଜପୁର: ଜିଲ୍ଲା ଦଶରଥପୁର ବ୍ଳକ କୟାଁ ପଞ୍ଚାୟତ ଧରମପୁର ଗ୍ରାମରେ ସରକାରୀ ସହୟତା ମିଳିନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ରାସନକାର୍ଡ଼, ବନ୍ୟାରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ ପାଲ ମିଳିନଥିବା, ରିଲିଫ ୫ ଶହ ଟଙ୍କା ଏବଂ ୫୦ କେଜି ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଏବଂ ଏମଆଇଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ସତ୍ତ୍ବେ ଏନେଇ ଆଜି ସରକାରୀ ସହାୟତା ପାଇବା ଦାବି ନେଇ ଧରମପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସହୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ଜଣାପଡିଛି ।

ମିଳୁନି ସରକାରୀ ସହାୟତା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details