ଯାଜପୁର: ଭିଜିଲାନ୍ସ ସ୍କାନରରେ RMC କର୍ମଚାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RMC କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ । ଭିଜିଲାନ୍ସ ପକ୍ଷରୁ ଯାଜପୁର ସଂଥେଶ୍ବରପୁର ସ୍ଥିତ ବାସଭବନ ଭଡାରେ ଦିଆଯାଇଥିବା ଘରେ ଚାଲିଛି ରେଡ ।
Vigilance Raid: ଭିଜିଲାନ୍ସ ଜାଲରେ RMC କର୍ମଚାରୀ