ଓଡିଶା

odisha

ETV Bharat / state

ଲକଡାଉନରୁ ରୋଜଗାର ବନ୍ଦ, ହତାଶ ହୋଇ ଜୀବନ ହାରିଲେ ଯୁବକ - The young man lost his life

କୋରୋନା ପାଇଁ କାମଧନ୍ଦା ନଥାଇ ଆର୍ଥିକ ଅନଟନ ମଧ୍ୟରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଏପରି ଦେଖିବାକୁ ମିଳିଛି ଜାହାନପୁର ପଞ୍ଚାୟତର ମଲ୍ଳିକାପୁର ଗାଁରେ । ଗ୍ରାମର ଅକ୍ଷୟ ମହାନ୍ତି ଆର୍ଥିକ ଦୁରାବସ୍ଥା କାରଣରୁ ସକାଳେ ରସି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

the-young-man-lost-his-life-in-despair-at-lockdown
ଲକଡାଉନରୁ ରୋଜଗାର ବନ୍ଦ, ହତାଶ ହୋଇ ଜୀବନ ହାରିଲେ ଯୁବକ

By

Published : May 6, 2020, 4:16 PM IST

Updated : May 6, 2020, 4:48 PM IST

ଯାଜପୁର: କୋରୋନା ପାଇଁ ଆର୍ଥିକ ଅନଟନ ମଧ୍ୟରେ ଜୀବନ ହାରିଲେ ଯୁବକ । ଏପରି ଦେଖିବାକୁ ମିଳିଛି ଜାହାନପୁର ପଞ୍ଚାୟତର ମଲ୍ଳିକାପୁର ଗାଁରେ । ଗ୍ରାମର ଅକ୍ଷୟ ମହାନ୍ତି ଆର୍ଥିକ ଦୁରାବସ୍ଥା କାରଣରୁ ସକାଳେ ରସି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଲକଡାଉନରୁ ରୋଜଗାର ବନ୍ଦ, ହତାଶ ହୋଇ ଜୀବନ ହାରିଲେ ଯୁବକ

ସୂଚନାଯୋଗ୍ୟ, ଅକ୍ଷୟ ମହାନ୍ତି ପ୍ରଥମେ ଗାଡି ଡ୍ରାଇଭିଂ କରୁଥିଲେ । କିଛି ଦିନ ତଳେ ଗାଁରେ ଏକ ଅଟାକଳ ମଧ୍ୟ କରିଥିଲେ । କିନ୍ତୁ ଲକଡାଉନ ଲାଗୁ ହେବା ଫଳରେ ତାଙ୍କ ରୋଜଗାରର ସବୁ ବାଟ ବନ୍ଦ ହୋଇଯାଇଥିଲା । ଧାରକରଜ ଓ ପାରିବାରିକ ଦୁଶ୍ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଇବା ସହ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : May 6, 2020, 4:48 PM IST

ABOUT THE AUTHOR

...view details