ଓଡିଶା

odisha

ETV Bharat / state

ନିଲମ୍ବିତ ଥାନା ଅଧିକାରୀ ବ୍ୟବହୃତ ଗାଡିକୁ ଫେରାଇଲା ବଡ଼ଚଣା ପୋଲିସ - Badchana police returned the used vehicle

ଯାଜପୁର ଜିଲ୍ଲା ବଡ଼ଚଣା ପୂର୍ବତନ ଥାନା ଅଧିକାରୀ ଦୀପକ କୁମାର ଜେନା ନିଲମ୍ବିତ ଥାନା ଅଧିକାରୀ ଜେନା ପୁରୀ ଯିବା ସମୟରେ ବ୍ୟବହାର କରିଥିବା ସ୍କରପିଓ ଗାଡି ଫେରିପାଇଲେ ଗାଡି ମାଲିକକୁ ଫେରାଇଲା ବଡ଼ଚଣା ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବ୍ୟବହୃତ ଗାଡିକୁ ଫେରାଇଲା ବଡ଼ଚଣା ପୋଲିସ
ବ୍ୟବହୃତ ଗାଡିକୁ ଫେରାଇଲା ବଡ଼ଚଣା ପୋଲିସ

By

Published : Apr 23, 2020, 1:09 AM IST

Updated : Apr 23, 2020, 12:13 PM IST

ବ୍ୟବହୃତ ଗାଡିକୁ ଫେରାଇଲା ବଡ଼ଚଣା ପୋଲିସ

ଯାଜପୁର: ଜିଲ୍ଲା ବଡ଼ଚଣା ପୂର୍ବତନ ଥାନା ଅଧିକାରୀ ଦୀପକ କୁମାର ଜେନା ଚାକିରୀରୁ ନିଲମ୍ବିତ ହେବା ଘଟଣାରେ ଆଉ ଏକ ନୂଆ ମୋଡ । ନିଲମ୍ବିତ ଥାନା ଅଧିକାରୀ ଜେନା ପୁରୀ ଯିବା ସମୟରେ ବ୍ୟବହାର କରିଥିବା ସ୍କର୍ପିଓ ଗାଡି ଫେରିପାଇଲେ । ଗାଡି ମାଲିକକୁ ଫେରାଇଲା ବଡ଼ଚଣା ପୋଲିସ । ଗାଡି ମାଲିକ ହେଲେ କଟକ ଗତିରାଜପୁର ପାଟଣାର ସୁକାନ୍ତ ଦଳାଇ ।

ନିଲମ୍ବିତ ଥାନା ଅଧିକାରୀ ବ୍ୟବହୃତ ଗାଡିକୁ ଫେରାଇଲା ବଡ଼ଚଣା ପୋଲିସ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 23, 2020, 12:13 PM IST

ABOUT THE AUTHOR

...view details