ଯାଜପୁର: ଭାଇ ବାହାଘରରେ ବିନା ମାସ୍କରେ ନାଚିବା ପଡିଲା ମହଙ୍ଗା। ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ଚାକିରିରୁ ହେଲେ ନିଲମ୍ବିତ। ରାଜ୍ୟ ପ୍ରଶାସନ କରିଛି ନିଲମ୍ବିତ।
ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର - ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା
ଭାଇ ବାହାଘରରେ ବିନା ମାସ୍କରେ ନାଚିବା ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର । ଅଧିକ ପଢ଼ନ୍ତୁ...
ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର
ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର
ତହସିଲଦାରଙ୍କ ନିଲମ୍ବନ ପରେ ବ୍ୟାସନଗର ସ୍ଥିତି ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ପତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୌର। ଯେହେତୁ ରାଜ୍ୟ ସରକାର ତଦନ୍ତ ପରେ ନିଷ୍ପତ୍ତି ନେଇଛନ୍ତି ତେଣୁ ସେ ସମ୍ପର୍କରେ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଥିଲେ ଜିଲ୍ଲାପାଳ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ