ଯାଜପୁର: ଯାଜପୁର ଜିଲ୍ଲା ସାହସପୁର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ 3 ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ରିଆଡିମିଶନ ଫି ବୃଦ୍ଧି କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଫି’ ବୃଦ୍ଧି ଯୋଗୁଁ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା - Student protest against incrising the college fees
ଯାଜପୁର ଜିଲ୍ଲା ସାହସପୁର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ 3 ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ରିଆଡିମିଶନ ଫି’ ବୃଦ୍ଧି କରାଯାଇ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।
ଫି ବୃଦ୍ଧି ଯୋଗୁଁ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା
ଫି ବୃଦ୍ଧି ଯୋଗୁଁ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଧାରଣା
ଅନ୍ୟ କଲେଜ ଅପେକ୍ଷା ସାହସପୁର ମହାବିଦ୍ୟାଳୟରେ କଲେଜ ଫି ଅଧିକ ବୃଦ୍ଧି କରାଯାଇଛି। କୋରୋନା ମହାମାରୀ ସମୟରେ ଏପରି ଫି ବୃଦ୍ଧି ଅବିଭାବକମାନେ ବହନ କରିବା କଷ୍ଟସାଧ୍ୟ ହୋଇପଡିଛି । ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ କଲେଜ ପରିସରରେ ଧାରଣା ଦେଇଥିଲେ । ଏ ନେଇ କଲେଜ ଅଧକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଧାରଣା ହଟିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ