ଯାଜପୁର: ଜିଲ୍ଲାସ୍ଥିତ ପାଣିକୋଇଲି ଥାନା ଟୋଲଗେଟ୍ ନିକଟରେ ଦୁର୍ଘଟଣା । ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ଯାଜପୁରରେ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ - ସଡକ ଦୁର୍ଘଟଣାରେ ଯୁବକ ମୃତ ଯାଜପୁର
ଯାଜପୁର ଜିଲ୍ଲା ପାଣିକୋଇଲିରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
![ଯାଜପୁରରେ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ](https://etvbharatimages.akamaized.net/etvbharat/prod-images/768-512-9466843-thumbnail-3x2-accident.jpg)
ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ
ଯାଜପୁରେ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ
ସୂଚନା ଅନୁଯାୟୀ ବାଇକ୍ ଚାଳକ ଜଣକ ପାଣିକୋଇଲିରୁ କୁଆଖିଆ ଯାଉଥିବା ସମୟରେ ଏକ ଅଜଣା ଗାଡି ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଟୋଲଗେଟ୍ ଠାରୁ ପାଣିକୋଇଲି ଛକ ପର୍ଯ୍ୟନ୍ତ ଗାଡି ଜାମ ରହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ