ଯାଜପୁର:ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଯାଜପୁର ପୌରପାଳିକାର ୧୮ଟି କାଉନସିଲର ବିଜେଡି ହାତେଇଥିବା ବେଳେ ପୌରାଧ୍ୟକ୍ଷା ପଦବୀ ମଧ୍ୟ ବିଜେଡି କବଜା କରିଛି । ତେବେ ଆଜି ସବୁ କାଉନସିଲରଙ୍କ ଉପସ୍ଥିତିରେ ସେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ପୌରବାସୀଙ୍କ ସମସ୍ୟାକୁ କିପରି ସମାଧାନ କରିହେବ ସେ ନେଇ ଉଦ୍ୟମ କରିବି ବୋଲି ପୌରାଧ୍ୟକ୍ଷା କହିଛନ୍ତି ।
ଯାଜପୁର ପୌରାଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ରଞ୍ଜୁଲତା ହୋତା - ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତାଙ୍କ ଦାୟିତ୍ୱ ଗ୍ରହଣ
ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଯାଜପୁର ପୌରପାଳିକାର ୧୮ଟି କାଉନସିଲର ବିଜେଡି ହାତେଇଥିବା ବେଳେ ପୌରାଧ୍ୟକ୍ଷା ପଦବୀ ମଧ୍ୟ ବିଜେଡି କବଜା କରିଛି । ଅଧିକ ପଢ଼ନ୍ତୁ
ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ଭାବେ ରଞ୍ଜୁଲତା ହୋତାଙ୍କ ଦାୟିତ୍ୱ ଗ୍ରହଣ
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ