ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ ବହୁ ଦିନ ଧରି ଏକ ବେଆଇନ ସସ କାରଖାନା ଚାଲିଥିଲା । ଏହାର ଅଭିଯୋଗ ପାଇ ପୋଲିସ ଏହି ବେଆଇନ କାରଖାନା ଉପରେ ଚଢ଼ାଉ କରିଛି ।
ବେଆଇନ ସସ୍ କାରଖାନା ଉପରେ ଚଢ଼ାଉ - jajpur illegal sauce factory
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ ବହୁ ଦିନ ଧରି ଏକ ବେଆଇନ ସସ କାରଖାନା ଚାଲିଥିଲା । ଏହାର ଅଭିଯୋଗ ପାଇ ପୋଲିସ ଏହି ବେଆଇନ କାରଖାନା ଉପରେ ଚଢ଼ାଉ କରିଛି । ଅଧିକ ପଢନ୍ତୁ...
ଯାଜପୁର ଜିଲ୍ଲା ଧର୍ମଶାଳା ବେଆଇନ ସସ କାରଖାନା ଉପରେ ଚଢ଼ାଉ
ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକଙ୍କ ନେତୃତ୍ତ୍ବରେ ଧର୍ମଶାଳା ପୋଲିସ ଏହି ଛଡାଉରେ ସାମିଲ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ସସ ତିଆରି କଞ୍ଚାମାଲ ଜବତ କରିଛି ପୋଲିସ । ଏଥି ସହିତ ଏହି ବେଆଇନ କାର୍ଯ୍ୟରେ କେଉଁମାନଙ୍କ ହାତ ରହିଛି ତାହାର ଖୋଲତାଡ ଚାଲିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ