ଯାଜପୁର:ଜିଲ୍ଲାର ଏସପି ହେଲେ ରାହୁଲ ପି. ଆର । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ନୂତନ ଏସପି ରାହୁଲ ପି.ଆରଙ୍କୁ ଅଧିକାରୀମାନେ ସ୍ବାଗତ କରିଛନ୍ତି ।
ଯାଜପୁରରେ ବିଦାୟ ନେଲେ ଚରଣ ସିଂ ମିନା, ଯୋଗ ଦେଲେ ରାହୁଲ୍ ପି.ଆର୍. - district acp
ଯାଜପୁର ଜିଲ୍ଲାର ନୂତନ ଏସିପି ଭାବରେ ଯୋଗ ଦେଇଛନ୍ତି ରାହୁଲ ପି.ଆର. । ଅଧିକ ପଢନ୍ତୁ...
ଯାଜପୁର ଏସପି ହେଲେ ରାହୁଲ୍ ପି ଆର
ଯାଜପୁର ଏସପି ହେଲେ ରାହୁଲ୍ ପି ଆର
ନୂତନ ଏସପି ଭାବରେ ଯୋଗ ଦେଇ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ମିଶି ଜିଲ୍ଲାର ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିଛନ୍ତି । ତେବେ ଆଗାମୀ ଦିନରେ ସମସ୍ତ ଅଧିକାରୀ ଆଇନ ଶୃଙ୍ଖଳା ପତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଛନ୍ତି ଏସପି ରାହୁଳ ପି ଆର। ପୂର୍ବରୁ ଜିଲ୍ଲାର ଏସପି ଭାବରେ କାର୍ଯ୍ୟରତ ଥିବା ଚରଣ ସିଂଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ପୋଲିସ ଅଧିକାରୀମାନେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିିଭି ଭାରତ