ଯାଜପୁର: ଯାଜପୁର ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ଆଲିଆବାଦ ଅରୁଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନ ବରୀ ଶାଖା ପକ୍ଷରୁ ଚାଷୀଙ୍କ ଅନଶନ । କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ ।
କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ - opposition-to-the-new-agricultural-law
କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ । ଅଧିକ ପଢନ୍ତୁ...
କୃଷି ଆଇନକୁ ବିରୋଧ କରି ବରୀ ଅଞ୍ଚଳରେ ୧୨ ଘଣ୍ଟିଆ ଅନଶନ
କୃଷକ ସଂଗଠନର ବ୍ଲକ ସଂଯୋଜକ ମାଧବାନନ୍ଦ ଶାନ୍ତିଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଂଗଠନ ଓ ବରୀ କଂଗ୍ରେସ ନେତା ଉମେଶ ଜେନା ସମେତ ଅନଶନକାରୀଙ୍କ ସହ ସାମିଲ ହୋଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ