ଯାଜପୁର: ଜିଲ୍ଲାରେ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଧାରଣା । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି - jajpur latest news
ଯାଜପୁର ଜିଲ୍ଲାରେ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଧାରଣା ଦେଇଛନ୍ତି ।
ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଯୁବକ ଯୁବତୀଙ୍କ ନିଯୁକ୍ତି ଦାବି
ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦାବି
ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଜିଲ୍ଲାରେ ଖାଲିପଡିଥିବା ପଦବୀକୁ ପୁରଣ ନକରି ବାରମ୍ବାର ତାରିଖ ପରେ ତାରିଖ ଦେଇ ଗଡେଇ ଚାଲିଛନ୍ତି । କିନ୍ତୁ ଅନ୍ୟ ଜିଲ୍ଲାମାନଙ୍କରେ ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇସାରିଲାଣି । ଯଦି ତୁରନ୍ତ ନିଯୁକ୍ତି ଦିଆ ନଯାଏ ତା ହେଲେ ଆନ୍ଦୋଳନ କରାଯିବ ବୋଲି ଆଶାୟୀ ମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ