ଯାଜପୁର: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି(ଶନିବାର) ବାଲିଚନ୍ଦ୍ରପୁର ଥାନାରେ ନାବାଳିକାଙ୍କୁ ଓଏଏସଙ୍କ ଘରେ ନିୟୋଜିତ କରିଥିବା ମାହାଙ୍ଗା ଅଂଚଳର ବ୍ରହ୍ମାନନ୍ଦ ଜେନାକୁ ପଚରା ଉଚରା କରିଛି ପୋଲିସ ।
ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମାନନ୍ଦ ଜେନାକୁ ପଚରାଉଚରା କରୁଛି ପୋଲିସ - Brahmananda Jena
ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି(ଶନିବାର) ବାଲିଚନ୍ଦ୍ରପୁର ଥାନାରେ ନାବାଳିକାଙ୍କୁ ଓଏଏସଙ୍କ ଘରେ ନିୟୋଜିତ କରିଥିବା ମାହାଙ୍ଗା ଅଂଚଳର ବ୍ରହ୍ମାନନ୍ଦ ଜେନାକୁ ପଚରା ଉଚରା କରିଛି ପୋଲିସ ।
![ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମାନନ୍ଦ ଜେନାକୁ ପଚରାଉଚରା କରୁଛି ପୋଲିସ ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମାନନ୍ଦ ଜେନାକୁ ପଚରାଉଚରା କରୁଛି ପୋଲିସ](https://etvbharatimages.akamaized.net/etvbharat/prod-images/768-512-9469280-246-9469280-1604767245352.jpg)
ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମାନନ୍ଦ ଜେନାକୁ ପଚରାଉଚରା କରୁଛି ପୋଲିସ
ପୂର୍ବରୁ ଓଏଏସଙ୍କ ଶ୍ବଶୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ଓଏଏସ ପ୍ରମୋଦ ପୃଷ୍ଟି ଫେରାର ଅଛନ୍ତି । ବାଲିଚନ୍ଦ୍ରପୁର ଥାନା ପରିସରରେ ବ୍ରହ୍ମାନନ୍ଦଙ୍କୁ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଓ ଡିଏସପି ଙ୍କ ନେତୃତ୍ବରେ ବିଭିନ୍ନ ଦିଗରୁ ପଚରା ଉଚରା କରୁଛି ପୋଲିସ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ