ଯାଜପୁର: ଜିଲ୍ଲାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ । ପାଣିକୋଇଲି ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । କୋଭିଡ କଟକଣା ସମୟରେ ଚାଲିଥିବା ସମୟରେ ଏନଫୋର୍ସମେଣ୍ଟ ସମ୍ପର୍କରେ ଏସିପଙ୍କ ସହ ଆଲୋଚନା କରିଛନ୍ତି ।
ଯାଜପୁରରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ - Police DGP Abhay reviewed law and order in Jajpur
ଯାଜପୁରରେ ପୋଲିସ ଡିଜିପି ଅଭୟ । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ ...
ଯାଜପୁରରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ
ଏହି ଆଲୋଚନାରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ। ଜିଲ୍ଲାରେ କୋରୋନା ଲଢେଇରେ ପୋଲିସ କିଭଳି ଦାୟିତ୍ବ ସମ୍ପନ୍ନ କରିଛି ଆଉ କଣ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଯାଜପୁର ଏସପିଙ୍କ ଆଲୋଚନା କରିଛନ୍ତି । ଯାଜପୁର ପରେ ସେ ଭଦ୍ରକ ଜିଲ୍ଲା ଗସ୍ତ କରିବେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
TAGGED:
law and order in Jajpur