ଯାଜପୁର: ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କଲେ ଅଭିନେତ୍ରୀ ଝିଲିକ୍। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଅଭିନେତ୍ରୀ ଝିଲିକ୍ ଓ ବିଧାୟକ ପ୍ରୀତିରଞ୍ଜନଙ୍କ ଗୋପନ ବିବାହ - ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କଲେ ଅଭିନେତ୍ରୀ ଝିଲିକ୍।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କଲେ ଅଭିନେତ୍ରୀ ଝିଲିକ୍।
![ଅଭିନେତ୍ରୀ ଝିଲିକ୍ ଓ ବିଧାୟକ ପ୍ରୀତିରଞ୍ଜନଙ୍କ ଗୋପନ ବିବାହ ollywood actress jhilik secreat marriage](https://etvbharatimages.akamaized.net/etvbharat/prod-images/768-512-6377884-thumbnail-3x2-collagejpeg.jpg)
ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍
ଗୋପନରେ ବାହା ହେଲେ ଅଭିନେତ୍ରୀ ଝିଲିକ୍
ପୂର୍ବରୁ ପ୍ରୀତିରଞ୍ଜନ ଓରଫ ଡାନିଙ୍କୁ ବଙ୍ଗୀୟ ସୁନ୍ଦରୀ ତଥା ନାୟିକା ଝିଲିକ୍ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଭାଇରାଲ୍ ଫଟୋ ଓ ଭିଡିଓ ଏହି ଚର୍ଚ୍ଚାକୁ ସତ୍ୟତାରେ ପରିଣତ କରିଛି । କୌଣସି ଗୋପନ ସ୍ଥାନରେ ଏହି ବିବାହ ସମ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି । ଏପଟେ ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Mar 12, 2020, 10:41 AM IST