ଯାଜପୁର: ଟ୍ରେନ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ । ଶନିବାର ଯାଜପୁର କେଉଁଝର ରୋଡ ରେଳ ଷ୍ଟେସନ ନିକଟସ୍ଥ ଅହମଦ ନଗର ନିକଟରେ ହାଉଡା ପୁରୀ ପାସେଞ୍ଜର ଟ୍ରେନ ଧକ୍କାରେ ମା ଓ ଝିଅ ମୃତ୍ୟୁ ଘଟିଛି । ମୃତକମାନେ ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଚାନ୍ଦମା ଗ୍ରାମର କାଠି ରଣା ଓ ତାଙ୍କ ଝିଅ ଗୁରୁବାରୀ ରଣା ବୋଲି ଜଣାପଡିଛି ।
ଟ୍ରେନ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ - mother and daughter death in hauda puri passenger train
ଶନିବାର ଯାଜପୁର କେଉଁଝର ରୋଡ ରେଳ ଷ୍ଟେସନ ନିକଟସ୍ଥ ଅହମଦ ନଗର ନିକଟରେ ହାଉଡା ପୁରୀ ପାସେଞ୍ଜର ଟ୍ରେନ ଧକ୍କାରେ ମା ଓ ଝିଅ ମୃତ୍ୟୁ ଘଟିଛି ।
![ଟ୍ରେନ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-5152572-thumbnail-3x2-od-jjr-train-accident-death-photo-7204198-23112019114818-2311f-1574489898-49jpeg.jpg)
ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
ତେବହେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଜି.ଆର.ପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ରେଳବାଇ ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Nov 23, 2019, 2:11 PM IST