ଯାଜପୁର: ଯାଜପୁରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟିକା, ୪ଶହରୁ ଉର୍ଦ୍ଧ୍ବ ନେଲେ କୋରୋନା ଟିକା । ଜିଲ୍ଲାର ୧୦ଟି ବ୍ଳକ ଓ ଦୁଇଟି ପୌରପରିଷଦର କାର୍ଯ୍ୟରତ ସାମ୍ବାଦିକଙ୍କୁ କୋରୋନା ଟିକା ଦେବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଯାଜପୁରରେ ୪ଶହରୁ ଉର୍ଦ୍ଧ୍ବ ସାମ୍ବାଦିକ ନେଲେ କୋରୋନା ଟିକା - କରୋନା ଟୀକା
ଟିକା ନେଲେ ଯାଜପୁରର କାର୍ଯ୍ୟରତ ସାମ୍ବାଦିକ । ୪ଶହରୁ ଉର୍ଦ୍ଧ୍ବ ସାମ୍ବାଦିକ ନେଲେ କୋରୋନା ଟିକା ।
ଯାଜପୁରରେ ୪ଶହରୁ ଉର୍ଦ୍ଧ ସାମ୍ବାଦିକ ନେଲେ କୋରୋନା ଟୀକା
ଯାଜପୁରରେ ୪ଶହରୁ ଉର୍ଦ୍ଧ ସାମ୍ବାଦିକ ନେଲେ କୋରୋନା ଟୀକା
ଆଜି କେଏନଡିଏ ସଭାଗୃହରେ ଯାଜପୁର ରୋଡ ଡ଼ାକ୍ତରଖାନାର ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ନିଜର କର୍ମଚାରୀଙ୍କ ସହ ଉପସ୍ଥିତ ରହି ଶହେରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ କରୋନା ଟିକା ଦେଇଥିଲେ । ତେବେ ସାମ୍ବାଦିକ ମାନଙ୍କୁ ସ୍ବତନ୍ତ୍ର ଟିକା ଦେବାର ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ ମାନେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : May 6, 2021, 2:39 PM IST