ଓଡିଶା

odisha

ETV Bharat / state

ବାସଷ୍ଟାଣ୍ଡରେ ସଟସର୍କିଟରୁ ଅଗ୍ନିକାଣ୍ଡ - ଗଦି ଦୋକାନ

ଯାଜପୁର ବ୍ୟାସନଗର ବାସଷ୍ଟାଣ୍ଡରେ ସରସର୍କିଟ କାରଣରୁ ଅଗ୍ନୀକାଣ୍ଡ । ଦୋକାନ ବନ୍ଦ କରି ଘରକୁ ଗଲାପରେ ଏନବି ସିରାଜୁଧ୍ଯନଙ୍କ ଗଦି ଦୋକାନରେ ନିଆଁ ଲାଗିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 4, 2019, 5:52 AM IST

ଯାଜପୁର: ଜିଲ୍ଲା ବ୍ୟାସନଗର ବାସଷ୍ଟାଣ୍ଡରେ ସରସର୍କିଟ କାରଣରୁ ଅଗ୍ନିକାଣ୍ଡ । ରାତିରେ ଦୋକାନ ବନ୍ଦ କରି ଘରକୁ ଗଲା ପରେ ଏନବି ସିରାଜୁଧ୍ଯନଙ୍କ ଗଦି ଦୋକାନରେ ଲାଗିଥିଲା ନିଆଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାହା ଫଳରେ ଦୋକାନରେ ଥିବା ଫୋମ, ତୁଳା ଆଉ ରେକ୍ସିଂ ଭଳି ଲକ୍ଷଧିକ ଟଙ୍କାର ଜିନିଷ ପୋଡି ଜଳି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଯାଜପୁର ରୋଡ ଦମକଳ ବିଭାଗର କର୍ମଚାରୀ ଆସି ନିଆଁକୁ ଲିଭାଇ ଥିଲେ ।

ଏଠାରେ ସୂଚନାଯୋଗ୍ୟ, ଏନବି ସିରାଜୁଧ୍ଯନଙ୍କ ଘର ବ୍ୟାସନଗର ସ୍ଥିତ ଅହମ୍ମଦ ନଗର ହେଇଥିବାବେଳେ ଦୀର୍ଘ ଦିନଧରି ଏଠାରେ ଦୋକାନ କରି ପରିବାର ପତିପୋଷଣ କରୁଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details