ଯାଜପୁର: କୋରାଇ ଥାନା ୨୦ନଂ ଜାତୀୟ ରାଜପଥର ଆଲିଆ ଛକ ନିକଟରେ ସଡ଼କ ଦୁର୍ଘଟଣା । ଲୁନା ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର ଘଟଣାସ୍ଥଳରେ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ । ମୃତକ ହେଲେ ଆଲିଆ ଗାଁର ଦ୍ବିଜ ଭୂୟାଁ । ଅନ୍ୟ ଜଣେ ଗୁରୁତର ଥିବାବେଳେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।
ଲୁନା ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର, ଜଣେ ମୃତ ଜଣେ ଗୁରୁତର - ଯାଜପୁରରେ ସଡକ ଦୁର୍ଘଟଣାରେ
ଲୁନା ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର ଘଟଣାସ୍ଥଳରେ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି ।
![ଲୁନା ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର, ଜଣେ ମୃତ ଜଣେ ଗୁରୁତର Jajpur accident death](https://etvbharatimages.akamaized.net/etvbharat/prod-images/768-512-7355200-thumbnail-3x2-jajpur.jpg)
ଯାଜପୁରରେ ସଡକ ଦୁର୍ଘଟଣାରେ
ଦୁର୍ଘଟଣା ଫଳରେ କିଛି ସମୟ ପାଈଁ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ଘଟଣା ସ୍ଥଳରେ କୋରେଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତ ବ୍ୟକ୍ତିଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ