ଓଡିଶା

odisha

By

Published : Nov 9, 2019, 5:57 PM IST

ETV Bharat / state

ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

ଯାଜପୁର କୁଆଖିଆ ଥାନା ମଧୁବନ ହାଟ ସ୍ଥିତ ଏକ ଅଳଙ୍କାର ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସଟର ଭାଙ୍ଗି ଅଳଙ୍କାର ଦୋକାନରୁ ଲୁଟ୍ । ଯାଜପୁର କୁଆଖିଆ ଥାନା ମଧୁବନ ହାଟ ସ୍ଥିତ ଏକ ଅଳଙ୍କାର ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ସ୍ବସ୍ତିକ ଜୁଏଲର୍ସ ନାମକ ଏକ ଜୁଏଲାରୀ ସପ୍ ର ସଟର କାଟି ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଓ ଅଳଙ୍କାର ଲୁଟି ନେଇଛନ୍ତି ।

ଏସମ୍ପର୍କରେ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେଠାରେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details