ଯାଜପୁର: ନୀଳାଚଳ ଇସ୍ପାତ ଠିକା ମଜଦୁର ସଙ୍ଘ ପକ୍ଷରୁ ତିନି ଦଫା ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା । ଶୁକ୍ରବାର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜଙ୍କ ନେତୃତ୍ବରେ ଶତାଧିକ ନୀଳାଚଳ ଠିକା କର୍ମଚାରୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଧାରଣାରତ ଶ୍ରମିକ ମାନଙ୍କୁ ବୁଝାସୁଝା କରିଥିଲେ । ଆସନ୍ତା 17 ତାରିଖରେ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଶ୍ରମିକ ମାନେ ଧାରଣାରୁ ଉଠିଥିଲେ ।
ତିନି ଦଫା ଦାବି ନେଇ ନୀଳାଚଳ ଇସ୍ପାତ ଠିକା ମଜଦୁର ସଙ୍ଘର ପ୍ରତିବାଦ - ନୀଳାଚଳ ଇସ୍ପାତ ଠିକା ମଜଦୁର ସଙ୍ଘର ପ୍ରତିବାଦ
ନୀଳାଚଳ ଇସ୍ପାତ ଠିକା ମଜଦୁର ସଙ୍ଘ ପକ୍ଷରୁ ତିନି ଦଫା ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା । ଅଧିକ ପଢନ୍ତୁ
ନୀଳାଚଳ ଇସ୍ପାତ ଠିକା ମଜଦୁର ସଙ୍ଘ ପ୍ରତିବାଦ: ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଇଟିଭି ଭାରତ, ଯାଜପୁର