ଯାଜପୁର: କଲ୍ୟାଣ ମଣ୍ଡପର ଶୁଭ ଶିଳାନ୍ୟାସ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରୀ ପଞ୍ଚାୟତରେ 35 ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି ।
କଲ୍ୟାଣ ମଣ୍ଡପର ଶିଳାନ୍ୟାସ କଲେ ବଡଚଣା ବିଧାୟକ - badaghumuri kalyanmadap innagrution
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରୀ ପଞ୍ଚାୟତରେ 35 ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି । ଅଧିକ ପଢନ୍ତୁ...

କଲ୍ୟାଣମଣ୍ଡପର ଶୁଭ ଶିଳାନ୍ୟାସ କଲେ ବଡଚଣା ବିଧାୟକ
କଲ୍ୟାଣମଣ୍ଡପର ଶୁଭ ଶିଳାନ୍ୟାସ କଲେ ବଡଚଣା ବିଧାୟକ
ବଡଚଣା ବ୍ଲକ ବିଡିଓ ଅଜିତ ନାରାୟଣ ଗିରିଙ୍କ ଅଧ୍ୟକ୍ଷତାରେ ଏହି ଶିଳାନ୍ୟାସ ଉତ୍ସବରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ସମେତ ବହୁ ଦଳୀୟ କର୍ମକତ୍ତା ଉପସ୍ଥିତ ଥିଲେ ।
ଯାଜପୁର ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ