ଓଡିଶା

odisha

By

Published : Feb 4, 2021, 12:37 PM IST

Updated : Feb 4, 2021, 12:54 PM IST

ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା: ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି

ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି
ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି

12:30 February 04

ଝରାଫୁଲ ମୃତ୍ୟୁ ଘଟଣା: ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି

ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି

ଯାଜପୁର:ଝରାଫୁଲ ମୃତ୍ୟୁ ଘଟଣାରେ ବ୍ୟବହୃତ ସ୍କୁଟିକୁ ସୁନ୍ଦରପଦାରୁ ଉଦ୍ଧାର କଲା କୁଆଖିଆ ପୋଲିସ । ସୂଚନାମୁତାବକ, ଆଜି(ଗୁରୁବାର) ହେଉଛି ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶର ରିମାଣ୍ଡର ଶେଷ ଦିନ । କୁଆଖିଆ ଥାନାରେ ରାକେଶକୁ ଅଧିକ ସୂଚନା ପାଇଁ ପଚରାଉଚରା ଜାରି ରଖିଛି ପୋଲିସ।  

ସେପଟେ ବୁଧବାର ବିଳମ୍ବିତ ରାତିରେ କ୍ରାଇମରେ ବ୍ୟବହୃତ ସ୍କୁଟିକୁ ଜବତ କରିଛି ପୋଲିସ । ଏଥିସହିତ ରାକେଶର ଜଣେ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇକୁ କୁଆଖିଆ ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ଆଜି ଏହି ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣା ପଡି ପରେ ବୋଲି ଅନୁମାନ କରାଯାଉଛି।  

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

Last Updated : Feb 4, 2021, 12:54 PM IST

ABOUT THE AUTHOR

...view details