ଯାଜପୁର: କୋରୋନା ପାଇଁ ଯାଜପୁର ସହର ରାସ୍ତା ସଫେଇ । କରୋନାର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଯାଜପୁର ବିଧାୟକ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଯାଜପୁର ସହରର ସମସ୍ତ ରାସ୍ତା ସଫେଇ ଆରମ୍ଭ କରାଯାଇଛି ।
କୋରୋନା ପାଇଁ ସଫା ହେଉଛି ଯାଜପୁର ସହର ରାସ୍ତା - କୋରୋନା ଭାଇରସ ନ୍ୟୁଜ
କୋରୋନାର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଯାଜପୁର ବିଧାୟକ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଯାଜପୁର ସହରର ସମସ୍ତ ରାସ୍ତା ସଫେଇ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ....

କରୋନା ପାଇଁ ଯାଜପୁର ସହର ରାସ୍ତା ସଫେଇ
କରୋନା ପାଇଁ ଯାଜପୁର ସହର ରାସ୍ତା ସଫେଇ
ଯାଜପୁର ଜିଲ୍ଲାରେ ଗତ ବିଳମ୍ବିତ ରାତିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯାଜପୁର ସହରର ପ୍ରମୁଖ ରାସ୍ତା ଗୁଡିକୁ ଦମକଳ ବାହିନୀ ସହଯୋଗରେ ସଫେଇ କରାଯାଇ ସାନିଟାଇଜ୍ କରାଯାଇଛି । ଦୈନିକ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ