ଯାଜପୁର: ଯାଜପୁର ଜିଲ୍ଲାରେ ଆୟକର ବିଭାଗ ଅତର୍କିତ ଚଢାଉ କରିଛି । ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ସାରୋଇ ଗ୍ରାମର ଜନୈକ ଖଣି ବ୍ୟବସାୟୀଙ୍କ ଘରେ ହଠାତ୍ ଭୋର୍ ସମୟରେ ଆୟକର ବିଭାଗ ଚଢାଉ କରିଛି । ସେହିପରି, ହରିଦାସପୁର ଠାରେ ଥିବା ଏକ ଷ୍ଟକ୍ ୟାର୍ଡରେ ବିଭାଗ ଚଢାଉ ଜାରି ରହିଛି ।
ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ - ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ଯାଜପୁର ଜିଲ୍ଲାରେ ଆୟକର ବିଭାଗ ଅତର୍କିତ ଚଢାଉ କରିଛି । ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ସାରୋଇ ଗ୍ରାମର ଜନୈକ ଖଣି ବ୍ୟବସାୟୀଙ୍କ ଘରେ ଚଢାଉ ହୋଇଥିବାବେଳେ ଜାରକା ଇଣ୍ଡଷ୍ଟ୍ରି ଠାରେ ଥିବା କୋଣାର୍କ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି । ଅଧିକ ପଢନ୍ତୁ
ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ଧର୍ମଶାଳାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ଅନ୍ୟ ଏକ ସ୍ଥାନ ଜାରକା ଇଣ୍ଡଷ୍ଟ୍ରି ଠାରେ ଥିବା କୋଣାର୍କ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ହଠାତ୍ ଏଭଳି ଚଢାଉ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ହେଲେ ସ୍ପଷ୍ଟ ସୂଚନା ମିଳିନାହିଁ ଯେ, କାହିଁକି ଏପରି ଚଢାଉ କରାଯାଇଛି ।
ଇଟିଭି ଭାରତ, ଯାଜପୁର
TAGGED:
ଯାଜପୁର ଆୟକର ବିଭାଗର ଚଢ଼ାଉ ଖବର