ଓଡିଶା

odisha

ETV Bharat / state

ଆମ୍ବୁଲାନ୍ସରେ ଯାତ୍ରୀ ଯାତାୟତ ଘଟଣା ପରେ କଡାକଡି ଚେକିଂ - ଆମ୍ବୁଲାନ୍ସରେ ମଣିଷ ପରିବହନ ଘଟଣା ସାମ୍ନାକୁ ଆସିବା ପରେ କଡାକଡି ହେଲା ଚେକିଂ

ଆମ୍ବୁଲାନ୍ସରେ ରୋଗୀ ବଦଳରେ ମଣିଷ ପରିବହନ ଘଟଣା ସାମ୍ନାକୁ ଆସିବା ପରେ କଡାକଡି ହେଲା ଚେକିଂ । ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ କରାଗଲା ସଚେତନ ଓ ବଣ୍ଟାଗଲା ଶୁଖିଲା ଖାଦ୍ୟ । ଅଧିକ ପଢନ୍ତୁ....

heavy checking in dharamsala due to corona
ଆମ୍ବୁଲାନ୍ସରେ ମଣିଷ ପରିବହନ ଘଟଣା ସାମ୍ନାକୁ ଆସିବା ପରେ କଡାକଡି ହେଲା ଚେକିଂ

By

Published : Apr 2, 2020, 5:18 PM IST

ଯାଜପୁର : ଆମ୍ବୁଲାନ୍ସରେ ରୋଗୀ ବଦଳରେ ମଣିଷ ପରିବହନ ଘଟଣା ନଜରକୁ ଆସିବା ପରେ ଯାଜପୁର ଜିଳ୍ଳା ଧର୍ମଶାଳା ପୋଲିସ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଉପରେ ଚେକିଂକୁ କଡାକଡି କରାଯାଇଛି । ପ୍ରବଳ ଖରାରେ ଛତା ଧରି ପୋଲିସ ମାନେ ଆମ୍ବୁଲାନ ଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ।

ଆମ୍ବୁଲାନ୍ସରେ ମଣିଷ ପରିବହନ ଘଟଣା ସାମ୍ନାକୁ ଆସିବା ପରେ କଡାକଡି ହେଲା ଚେକିଂ

ଅନ୍ୟପଟରେ ଲକଡାଉନ ପାଇଁ ଯାଜପୁର ଜିଲ୍ଳାରେ ସାଧାରଣ ଦିନ ମଜୁରିଆ ଶ୍ରେଣୀର ଲୋକେ ଭୋକ ଉପବାସରେ ରହୁଥିବା ବେଳେ କଳ୍ପତରୁ ଦାସ ଫାଉଣ୍ଡେସନ ପକ୍ଷରୁ ଧର୍ମଶାଳା ବ୍ଲକର ଗୁଆରଙ୍ଗ ଦଳିତ ସାହିରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ।

ସମାଜସେବୀ ଶ୍ରୀନିବାସ ଜେନା ,ସମିତି ସଭ୍ୟ ପ୍ରସନ୍ନ ରାଉତ ପ୍ରମୁଖ ଏହି ଗାଁର ଲୋକଙ୍କୁ କୋରୋନ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନେଇ ସଚେତନ କରାଇବା ସହ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details