ଓଡିଶା

odisha

ETV Bharat / state

'ଛାତ୍ରଛାତ୍ରୀମାନଙ୍କୁ ସ୍ବାଧୀନତା ଦେବା ଉଚିତ' - ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବ୍ୟାସନଗର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ଖବର ପଢନ୍ତୁ...

ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ
ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ

By

Published : Dec 22, 2019, 10:49 AM IST

ଯାଜପୁର: ବ୍ୟାସନଗର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବାକୁ ପରାମର୍ଶ ଦେଇଥିଲେ । କାରଣ ସେମାନଙ୍କ ମଧ୍ୟରେ କପଟତା ନଥାଏ, ସେମାନଙ୍କୁ ସୁଯୋଗ ଦେଲେ ସେମାନଙ୍କର ବିକାଶ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧୀନତା ଦେବା ଉଚିତ

ଏହି ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସଫଳତା ବିଷୟରେ କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details