ଯାଜପୁର :ସହକାରୀ ଜିଲ୍ଲାପାଳ ତାରିଣୀସେନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସଦର ପୋଲିସ ।
ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 5 ଅଭିଯୁକ୍ତ କୋର୍ଟ ଚାଲାଣ - jajpur five accused court forward
ସହକାରୀ ଜିଲ୍ଲାପାଳ ତାରିଣୀସେନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସଦର ପୋଲିସ । ଅଧିକ ପଢନ୍ତୁ...
ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 5 ଅଭିଯୁକ୍ତ କୋର୍ଟ ଚାଲାଣ
ଗତକାଲି ରାତିରେ ତାରିଣୀସେନ ନିଜ ପରିବାର ସହିତ ଘରକୁ ଫେରୁଥିବା ବେଳେ କୁଆଖିଆ ଯାଜପୁର ରାସ୍ତାର କବିରପୁର ନିକଟରେ କେତେକ ଦୁର୍ବୃତ୍ତ ସଂଘବୋଧ ଆକ୍ରମଣ କରିଥିଲେ । ପ୍ରଥମେ ବାଇକ ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା ଓ ପରେ ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ